Wn/or/ପ୍ରଧାନ ପୃଷ୍ଠା

From Wikimedia Incubator
< Wn‎ | or
Wn > or > ପ୍ରଧାନ ପୃଷ୍ଠା


ଓଡ଼ିଆ ଉଇକି ସମ୍ବାଦ
ଏକ ଖୋଲା ଖବରଗୃହ

ମଙ୍ଗଳବାର ୧୯ ମାର୍ଚ୍ଚ ୨୦୨୪

ପ୍ରମୁଖ ଖବର
Wn/or/ତିତି୍ଲି ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି
Wn/or/ତିତି୍ଲି ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି

୧୯୯୯ର ମହାବାତ୍ୟା ପରେ ୨୦୧୩ ମସିହାରେ ଫାଇଲିନ୍, ୨୦୧୪ ମସିହାରେ ହୁଡ଼୍‌ହୁଡ଼୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁଣିଥରେ ପୂର୍ବ ଇତିହାସର ପୁନରାବୃତ୍ତି ହୋଇଛି ୨୦୧୮ ମସିହା ଅକ୍ଟୋବର ୧୧ ଏବଂ ୧୨ ତାରିଖରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତିତ୍‌ଲି ଧୀରେ ଧୀରେ ବାତ୍ୟାର ରୂପ ନେଇଥିଲା ଏବଂ ୧୧ ତାରିଖ ଭୋର ସମୟରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେଖାରେ ସ୍ଥଳଭାଗ ଛୁଇଁଥିଲା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ହୋଇଥିଲା ।

[ML] [ ± ] - Image credit - Read more...

Template:ପ୍ରମୁଖ ଖବର

ନଗଦ ଖବର

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)